ପଗଡ଼
ଦେଖଣା
ପଗଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଗହ)
[ସମ୍ପାଦନା]- ୧. ବଡ଼ ବଡ଼ ଦାନା; ଗୋଲା; ଗୁଳା —୧. A ball.
- ୨. ଅପରାଧୀକୁ ଧରାବନ୍ଧା କରିବା — ୨. Arresting; seizure.
- ୩. ଧରିବା; ଧରାଧରି —୩. Catching; holding.
[ଦ୍ରଷ୍ଟବ୍ୟ —ଏହା 'ଧର' ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ]
- ୪. ମାଡ଼ ଆଦିର ହପ୍ପା — ୪. A shower or volley of blows or beating.
(ଯଥା—ସେ ତାକୁ ଆଛା ପଗଡ଼େ ମାଡ଼ ଦେଲା)