ପଗଡ଼ି
ଦେଖଣା
ପଗଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଗ୍ରହ)
[ସମ୍ପାଦନା]- ୧. ପାଗ; ଠେକା; ଉଷ୍ଣୀଷ — ୧. Turban; head-dress; a pugree.
ଗଣିବ ନାହିଁ ତୋ ସାଲର ପଗଡ଼ି—ରାଧାନାଥ ଦରବାର
- ୨. କାନର ନୋଳି —୨. A kind of ear-ring.
[ଦ୍ରଷ୍ଟବ୍ୟ —ଏହା ତଳ କାନରେ ପିନ୍ଧାଯାଏ ଏହା ସାଧାରଣତଃ ବଡ଼ ବଡ଼ ହୋଇଥାଏ]