Jump to content

ପଗଲେଇବା

ଉଇକିଅଭିଧାନ‌ରୁ

ପଗଲେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଗଲା ମି କରା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବାରଚାଉଳେଇ କଥା କହିବା; ପାଗଳ ପରି କଥା କହିବା —୧. To talk like a mad man.
୨. କଥାରେ ଭଣ୍ଡାଇ ଦେବା — ୨. To inveigle.