Jump to content

ପଗାର

ଉଇକିଅଭିଧାନ‌ରୁ

ପଗାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରାକାର ବା ପ୍ରାଗାର)

[ସମ୍ପାଦନା]
୧. କ୍ଷେତ୍ରର ହିଡ଼; ସୀମାବଦ୍ଧ —୧. Ridge round a field.
୨. କ୍ଷେତ୍ରର ସୀମା ହିଡ଼ ଉପରେ ଦିଆଯାଇଥିବା ବାଡ଼ — ୨. A fence raised over the ridge of a field.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -

[ସମ୍ପାଦନା]

ଉଦ୍ୟାନ ବା କ୍ଷେତ୍ରର ଚାରିପାଖେ ଖୋଳାଯିବବା ଚଉଡ଼ା ଓ ଗଭୀର ଗାତ —Deep and wide ditch round a cornfield or a garden.