ପଙ୍କଜ

ଉଇକିଅଭିଧାନ‌ରୁ

ପଙ୍କଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପଙ୍କ+ଜନ୍ ଧାତୁ+ କର୍ତ୍ତୃ. ଅ)[ସମ୍ପାଦନା]

୧. ପଦ୍ମ — ୧. Lotus.
୨. ସାରସପକ୍ଷୀ —୨. A kind of Indian crane.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ଲୋକଙ୍କ ନାମ —Name given to males.

[ଦ୍ରଷ୍ଟବ୍ୟ —ଏହା ଯୋଗରୂଢ଼ ଶବ୍ଦ]