ପଙ୍କତି ଦୂଷକ

ଉଇକିଅଭିଧାନ‌ରୁ

ପଙ୍କତି ଦୂଷକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଂକ୍ତି+ଦୂଷକ)[ସମ୍ପାଦନା]

ପତିତ ବା ସମାଜଚ୍ୟୁତ (ବ୍ୟକ୍ତି); ଯେ ପଂକ୍ତିଭୋଜନରେ ବସିଲେ ତା ସଙ୍ଗେ ବସିବା ବ୍ୟକ୍ତିମାନେ ପତିତ ବା ଦୂଷିତ ହୁଅନ୍ତି — Excommunicated (person).