Jump to content

ପଙ୍କେଇ

ଉଇକିଅଭିଧାନ‌ରୁ

ପଙ୍କେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ପାନବରଜୀ)

[ସମ୍ପାଦନା]

ପାନର ରୋଗବିଶେଷ — A disease attacking betel creepers.


[ଦ୍ରଷ୍ଟବ୍ୟ —ପାନ ବରଜ ଭିତରେ ପାଣି ଜମିଗଲେ ପାନଲତାମୂଳ ସଢ଼ିଯାଇ ଏହି ରୋଗ ଜନ୍ମେ]