Jump to content

ପଙ୍କେଇ ଯିବା

ଉଇକିଅଭିଧାନ‌ରୁ

ପଙ୍କେଇ ଯିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ପାନବରଜୀ)

[ସମ୍ପାଦନା]

ବରଜରେ ବହୁତ ପାଣି ଜମିଗଲେ ପାନଗଛ ରୋଗାକ୍ରାନ୍ତା ହେବା — (betel plant) To be attacked with a disease on account of excess watering.