ପଙ୍କ୍ତି
ଦେଖଣା
ପଙ୍କ୍ତି
ଉଚ୍ଚାରଣ
[ସମ୍ପାଦନା](ପଂକ୍ତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପନ୍ଚ ଧାତୁ= ବିସ୍ତୃତ ହେବା+ ଭାବ. ତି)
[ସମ୍ପାଦନା]- ୧. ଶ୍ରେଣୀ — ୧. Row; range.
- ୨. ଦଳ —୨. Cluster.
- ୩. ସମୂହ —୩. Collection.
- ୪. ପନ୍ତି; ଧାଡ଼ି —୪. Line.
- ୫. ପାକ —୫. Cooking.
- ୬. ପଞ୍ଚାକ୍ଷରପରିମିତ ଚରଣବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — ୬. A sort of Snaskrit metre.
[ଦ୍ରଷ୍ଟବ୍ୟ —ଏହାର ଦ୍ୱିତୀୟ ଓ ତୃତୀୟ ବର୍ଣ୍ଣ ଲଘୁ]
- ୭. ପୃଥିବୀ —୭. The earth.
- ୮. ଜାତିଆଣ ଭୋଜନରେ ଖାଇ ବସିବା ଲୋକଙ୍କ ଧାଡ଼ି — ୮. Row of eaters in a caste-feast.
- ୯. ଗୌରବ —୯. Respect.