Jump to content

ପଙ୍କ୍ତି ଭୋଜନ

ଉଇକିଅଭିଧାନ‌ରୁ

ପଙ୍କ୍ତି ଭୋଜନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (୭ମୀ ତତ୍; ପଂକ୍ତି+ ଭୋଜନ)

[ସମ୍ପାଦନା]

ଭୋଜି ଓ ମଉଛବରେ ବହୁ ଲୋକ ଏକ ଧାଡ଼ିରେ ଭୋଜନ କରିବା —Taking food while sitting in a row; eating seated in a row.