ପଙ୍ଖା
ଦେଖଣା
ପଙ୍ଖା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଙ୍ଖା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ)
[ସମ୍ପାଦନା]- ୧. ପକ୍ଷ —୧. Wing.
- ୨. ପଖା; ବ୍ୟଜନ —୨. Fan.
- ୩. ପକ୍ଷାକୃତି ଆହୁଲା — ୩. An oar shaped like a wing.
- ୪. ଘରର ଛାତରୁ ଝୁଲୁଥିବା ବ୍ୟଜନ —୪. The paṅkhā.
- ୫. କାନ୍ଧର ହାଡ଼ —୫. Shoulder blade.
- ୬. ବାହୁର ମୂଳ; ଖୁଆମୁଣ୍ଡି — ୬. The root of the arms.
- ୭. ଚୁଲିର ରନ୍ଧ୍ର —୭. The mouth of an oven.