Jump to content

ପଙ୍ଗପାଳ

ଉଇକିଅଭିଧାନ‌ରୁ

ପଙ୍ଗପାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପତଙ୍ଗ ଓ ପାଳ=ପଂକ୍ତି)

[ସମ୍ପାଦନା]

ଝିଟିଙ୍କା; ଋଜୁ ପତ୍ରୀ ଶସ୍ୟଭେଜୀ ପତଙ୍ଗବିଶେଷ —Locust; grasshopper; Acridium.

[ଦ୍ରଷ୍ଟବ୍ୟ —ଏମାନେ ଦଳ ଦଳ ହୋଇ ଦେଶଦେଶାନ୍ତରରୁ ଉଡ଼ି ଆସି ଶସ୍ୟକ୍ଷେତ୍ରରେ ପଡ଼ି ଶସ୍ୟଆଦି ଖାଇ ନିଃଶେଷ କରନ୍ତି ଏମାନେ ୬ଟି 'ଭୀତି' ବା ବିପଦ ମଧ୍ୟରୁ ଏକତମ]