Jump to content

ପଙ୍ଗୁ

ଉଇକିଅଭିଧାନ‌ରୁ

ପଙ୍ଗୁ

ଉଚ୍ଚାରଣ

[ସମ୍ପାଦନା]

(ପଙ୍ଗୁତା—ବି)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଖଞ୍ଜ; ଛୋ଼ଟା —୧. Lame; balt.
୨. ପାଦବିକଳ; ଯାହାର ପାଦ କେମ୍ପା ହୋଇଥାଏ — ୨. Maimed in the leg; crippled.
୩. କୁଷ୍ଠରୋଗଜନିତ ବିକଳପାଦ — ୩. Maimed by leprosy.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶନିଗ୍ରହ —The planet saturn.