ପଚକୀଳା
ଦେଖଣା
ପଚକୀଳା
ଉଚ୍ଚାରଣ
[ସମ୍ପାଦନା]ପଚିକୀଳା, ପିଚକୀଳା, ପିଚକୀଳା, ପୁଚକୀଳା, ପୁଚିକୀଳା, ପୁଚୁକୀଳା'
ଅନୁବାଦ
[ସମ୍ପାଦନା]ପଚକୀଳା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫିଚ+କୀଳନ)—ସଂସ୍କୃତ - ପଚିତ= ସୁସଂଲଗ୍ନ+ କୀଳକ)
[ସମ୍ପାଦନା]ଶଗଡ଼ଚକର ଭିନ୍ନ ଭିନ୍ନ ଖଣ୍ଡମାନ କିମ୍ୱା ଶଗଡ଼ ଚକରୁ ଲୁହା ହାଲ ହୁଗୁଳିଗରେ ଅଥବା ଶଗଡ଼ର କୌଣସି ଅଂଶ ହୁଗୁଳା ହୋଇଗଲେ ସେ ସ୍ଥାନକୁ ଦୃଢ଼ କରିବା ପାଇଁ ତା ନିକଟରେ ଥିବା ଛିଦ୍ରରେ ଯେଉଁ ପତଳା କାଠ ଖିଲ ବାଡ଼ିଆ ହୋଇ ଭର୍ତ୍ତି କରାଯାଏ —Thin wooden wedges driven into the holes or slacked parts of a cart to make them tight.