ପଚକୀଳା ମାରିବା
ଦେଖଣା
ପଚକୀଳା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଚକୀଳା ମାରିବା
|
ଦେଶଜ - କ୍ରି. (ଲକ୍ଷଣାର୍ଥ)
[ସମ୍ପାଦନା]କୌଣସି ବ୍ୟକ୍ତିକୁ କଷ୍ଟ ଦେବାର ଉପାୟ କରିବା —To take up means of putting a person in trouble.
ପଚକୀଳା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଶଗଡ଼ ଚକର କୌଣସି ଅଂଶ ହୁଗୁଳା ହେଲେ ଓ ଚକରୁ ହାଲ ହୁଗୁଳି ଗଲେ ତହିଁର ସନ୍ଧରେ ପତଳା ବା ବାଉଁଶ ପାତିଆର ଖିଲ ବାଢ଼େଇ କରି ଭର୍ତ୍ତି କରିବା