ପଚରା
ଦେଖଣା
ପଚରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପୋଚରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପଚରା
|
ଦେଶଜ - ବିଶେଷଣ - (ସଂସ୍କୃତ - ପଚ୍ ଧାତୁ)
[ସମ୍ପାଦନା]- ୧. ପଚା; ପୋଚିଆ; ପୋଚରା; ସଢ଼ା; ପର୍ଯ୍ୟୁଷିତ —୧. Rotten; putrefied; putrid.
- ୨. ମଇଳା —୨. Dirty; filthy.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଚ୍ଛ୍ ଧାତୁ)
[ସମ୍ପାଦନା]- ୧. ପ୍ରଶ୍ନ କରିବା; ପଚାରିବା —୧. Enquiring; questioning.
ବୋଲେ ଜଗଦ୍ଦେବ ସଙ୍କୋଚନ୍ତେ ବାଳା କିଶୋରଙ୍କର ପଚରାରେ— କବିସୂର୍ଯ୍ୟ ସଙ୍ଗୀତ
- ୨. (ସଂସ୍କୃତ - କୂର୍ଚ୍ଚୀ; କୂର୍ଚ୍ଚିକା) କାନ୍ଥ ଆଦିକୁ ଚୂନ— ପାଣିଦ୍ୱାରା ସଫେଦ କରିବା ପାଇଁ ବ୍ୟବହୃତ ଚାମର ପରି ଝୋଟର ବୁରୁସ —୨. A brush made of jute fibres used in white-washing walls; a white-washing brush.
- ୩. ଶଗଡ଼ଚକର ପୁଟୀକୁ ଅର ସହିତ ଦୃଢ଼ଭାବରେ ଆବଦ୍ଧ ରଖିବା ପାଇଁ ବ୍ୟବହୃତ ଖିଲ —୩. A peg used to set the spokes tightly to the rim.