ପଚରାଇବା
ପଚାରିବାର ଣିଜନ୍ତରୂପ — Causative form of Pachāribā.
ଏମାନେ କୁଶଳରେ ଆଇଣ ତୁମ୍ଭଙ୍କୁ ପଚରାଇଛନ୍ତି ଜାଣ କୁଶଳକୁ—କୃଷ୍ଣସିଂହ ମହାଭାରତ ବନ