Jump to content

ପଚରା ଉଚରା

ଉଇକିଅଭିଧାନ‌ରୁ

ପଚରା ଉଚରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର; ଦ୍ୱିତୀୟ ଶବ୍ଦ ଅନର୍ଥକ)

[ସମ୍ପାଦନା]
୧. କୁହାବୋଲା; ଗପ; ଗଳ୍ପ —୧. Talk.


ଅନୁବାଦ

[ସମ୍ପାଦନା]
୨. ତଦାରଖ; ତତ୍ତ୍ୱ ନେବା — ୨. Enquiry; interrogatories.