Jump to content

ପଚରା ମାରିବା

ଉଇକିଅଭିଧାନ‌ରୁ

ପଚରା ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପଚରାଦ୍ୱାରା କାନ୍ଥ ଆଦିରେ ଚୂନପାଣି ବୋଳିବା —୧. To whitewash a wall with a brush made of jute fibres.
୨. ଶଗଡ଼ର ପୁଟୀ ସଙ୍ଗେ ଅରକୁ ଖିଲଦ୍ୱାରା ଦୃଢ଼— ଭାବରେ ସଂଲଗ୍ନ କରିବା —୨. To tightly set a pin to the rim of a wheel by means of a peg.



ପଚରା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଝୋଟର ଚାମରକୁ ଚୂନ ପାଣିରେ ବୁଡ଼ାଇ କାନ୍ଥକୁ ସଫେଦ କରିବା
୨. ଶଗଡ଼ ଚକର ପୁଟିକୁ ଅର ସଙ୍ଗେ ଦୃଢ଼ କକରି ବସାଇବା ପାଇଁ ଖିଲ ଦେବା