Jump to content

ପଚାୟିତା

ଉଇକିଅଭିଧାନ‌ରୁ

ପଚାୟିତା

ଉଚ୍ଚାରଣ

[ସମ୍ପାଦନା]
(ପାଚୟିତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପଚ୍ ଧାତୁ ଣିଚ୍=ପାଚି ଧାତୁ+କର୍ତ୍ତୃ, ତୃ; ପାଚୟିତୃ ଶବ୍ଦ; ୧ମା. ୧ବ)

[ସମ୍ପାଦନା]
୧. ରନ୍ଧନକାରୀ —୧. cooking
୨. ଜୀର୍ଣ୍ଣକାରକ —୨. Digesting.
୩. ପକ୍ୱକାରୀ —୩. Ripening; maturing.