ପଚା ଘା
(ପଚାଘାଆ—ଅନ୍ୟରୂପ)
ଯେଉଁ ଘା ଅନେକଦିନ ପର୍ଯ୍ୟନ୍ତ ନ ଶୁଖି ଦୂଷିତ ହୋଇଯାଇଥାଏ ଏବଂ ଯାହାର ନିକଟସ୍ଥ ମାଂସଆଦି ସଢ଼ି ଯାଇଥାଏ —Gangrene; mortification.