ପଚା ପତ୍ର
ଦେଖଣା
ପଚା ପତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଚା ପତ୍ର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାରେନ୍ଦ୍ର ପତ୍ର)
[ସମ୍ପାଦନା]- ୧. ଏକପ୍ରକାର ସୁବାସିତ ପତ୍ର —୧. A kind of scented leaf; Pagostemon Patchouli.
[ଦ୍ରଷ୍ଟବ୍ୟ —ଏହା ତୁଳସ୍ୟାଦି ବର୍ଗର କଦାକାର ଶାକବିଶେଷ ପତ୍ର ଶୁଖିଲେ ମଧ୍ୟ ତହିଁରେ ସୁଗନ୍ଧ ଥାଏ ଏହାକୁ ତେଲରେ ପକାଇଲେ ତେଲ ସୁଗନ୍ଧିତ ହୁଏ— ଯୋଗେଶଚନ୍ଦ୍ର
ଏ ଗୁଳ୍ମ ପଶ୍ଚିମଭାରତ, ମଧ୍ୟପ୍ରଦେଶ, ବୋମ୍ୱାଇ ଓ ବେରାରରେ ଜନ୍ମେ ଏହାର ପତ୍ରରୁ ଓ ଡାଙ୍ଗରୁ ଏକପ୍ରକାର ସୁବାସିତ ତେଲ ବାହାରେ ଏ ତେଲରେ ଇଉରୋପରେ ଖୁବ୍ ଆଦର ଏ ଗଛ ପାନ ବରଜର ଉଚ୍ଚ ଡିହ ଜମିରେ ଦୁଇହାତ ଛଡ଼ାଇ ପୋତାଯାଏ ଏକ ଗଛରୁ ୬ମାସ ଅନ୍ତରରେ ଦୁଇଥର ଡାଳ କଟାଯାଏ ଓ ଶୁଖିଲା ଡାଳକୁ ବଡ଼ ବଡ଼ ଗୋଛା ବାନ୍ଧି ବିଦେଶକୁ ରପ୍ତାନି କରାଯାଏ ୬୬: ସେର ଡାଙ୍ଗ ଓ ପତ୍ରରୁ ୧୫: ସେର ପର୍ଯ୍ୟନ୍ତ ତେଲ ବାମ୍ଫୁଆଣି—ଦ୍ୱାରା ବାହାର କରାଯାଏ—ହିନ୍ଦୀ - ଶବ୍ଦସାଗର]
- ୨. ସଢ଼ା ପତ୍ର —୨. Putrefied or rotten leaf.