Jump to content

ପଚ୍ପଚ୍

ଉଇକିଅଭିଧାନ‌ରୁ

ପଚ୍ପଚ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପଚପଚ, ପଚରପଚର—ଅନ୍ୟରୂପ)

ଦେଶଜ - ଅ (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. କାଦୁଅ ପରି ଲତଲତ ଓ କୋମଳ —୧. Miry and soft.
୨. ତୁଣ୍ଡରୁ ବାରମ୍ୱାର ପିକ ପକାଇବାର ଶବ୍ଦ — ୨. The sound of spitting repeattedly.
୩. କର୍ଦ୍ଦମମୟ (ସ୍ଥାନ) —୩. Muddy (place)