Jump to content

ପଛଆଡ଼

ଉଇକିଅଭିଧାନ‌ରୁ

ପଛଆଡ଼

ଉଚ୍ଚାରଣ

[ସମ୍ପାଦନା]

ପଛ ପଟ, ପଛ ବାଗଅନ୍ୟରୂପ

ଅନୁବାଦ

[ସମ୍ପାଦନା]

(ଆଗଆଡ଼—ବିପରିତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପଶ୍ଚାତ୍ ଭାଗ — ୧. Hind part; back side.

ସେକ୍ଷଣି ଉଠି ମୁଣ୍ଡେ ଟେକୁ ବାନ୍ଧିଲା ଅଗ ତାଞ୍ଚି ପଛ ଆଡ଼କୁ ଚାଷି ଦେଲା କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୨. ବାଡ଼ିଆଡ଼; ଘରର ସଦର ପାଖର ବିପରୀତ ଦିଗର ଅଂଶ —୨. The back part of a house.