ପଛକୁ
ଦେଖଣା
ପଛକୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବିପରୀତ—ଆଗକୁ)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ପଶ୍ଚାତ; ପରେ —୧. Afterwards.
- ୨. ପୃଷ୍ଠ ଦିଗକୁ —୨. Backwards.
- ୩. (ଅମୁକର) ପୃଷ୍ଠ ଦେଶରେ — ୩. To the back of; behind.
- ୪. ଶେଷରେ —୪. At last.
- ୫. ତତ୍ ପଶ୍ଚାତ୍ —୫. After that.
- ୬. ଭବିଷ୍ୟତକୁ —୬. In future.
- ୭. ଅମୁକର ଉତ୍ତରାଧିକାରୀ ରୂପେ — ୭. As one's successor.
(ଯଥା—ଓଡ଼ିଶାରେ ମଧୁବାବୁଙ୍କ ପଛକୁ ଆମ ଆଖିରେ କେହି ପଡ଼ୁ ନାହିଁ)