ପଛକୁ ପକେଇବା
ଦେଖଣା
ପଛକୁ ପକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଛକୁ ପକେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିକୃଷ୍ଟ ବୋଲି ବିଚାର କରିବା — ୧. To consider as inferior.
- ୨. ଅନାଦାର କରିବା —୨. To disregard.
ବିଧିକିବେକେ ଅଛି ପଛେ ପକାଇ ଅବଧାତୁକୁ ନ ଆସିଲା— ଭଞ୍ଜ. କୋଟୀବ୍ରାହ୍ମଣ୍ଡସୁନ୍ଦରୀ
- ୩. ମନରେ ନ ଧରିବା —୩. Not to mind.
ପାସୋରି କାସର ରାଜ, ପଛକୁ ପକାଇ ନ ଦେଲେ— ନ ବଳେ, ବିଧି ନିଷେଧକୁ ଆନ କବିସୂର୍ଯ୍ୟ. ଚମ୍ପାଗୀତ
- ୪. ପାସୋରି ଦେବା —୪. To forget.
- ୫. କୌଣସି କାର୍ଯ୍ୟକୁ ପରେ କରିବା ପାଇଁ ସ୍ଥଗିତ ରଖିବା — ୫. TO put off a work to be done afterwards.
- ୬. କୌଣସି ବ୍ୟକ୍ତିକୁ ଟପି ଚାଲିଯିବା; କୌଣସି ବ୍ୟକ୍ତିକୁ ପଛରେ ଛାଡ଼ି ଚାଲିଯିବା —୬. To go ahead of a person by leaving him behind.