Jump to content

ପଛଭର

ଉଇକିଅଭିଧାନ‌ରୁ

ପଛଭର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପଶ୍ଚାଦ୍ୱର୍ତ୍ତୀ —୧. Behindhand; situated to the rear; going to the rear or back side.

ବାମ ଚରଣ ପଛ ଭର, ତେଣେ ନିରୋଧି ମୂକାଧାର ଜଗନ୍ନାଥ. ଭାଗବତ

୨. ପଛରେ ଆସୁଥିବା —୨. Following.