Jump to content

ପଛରେ ଗୋଡ଼ାଇବା

ଉଇକିଅଭିଧାନ‌ରୁ

ପଛରେ ଗୋଡ଼ାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପଛରେ ଛୁଟିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରାର୍ଥନା ସିଦ୍ଧି ପାଇଁ କୈଣସି ବ୍ୟକ୍ତିର ଅନୁସରଣ କରିବା —୧. To dance attendance on a person for the fulfilment of one's prayer; to be tied to the purse-strings of another.
୨. ସ୍ତାବକତା କରିବା; ଚାଟୁ କରିବା — ୨. To flatter a person.
୩. ଶିକାରକୁ ଆକ୍ରମଣ କରିବା ପାଇଁ ପଶ୍ଚାଦ୍ଧାବନ କରିବା — ୩. To chase a prey.