ପଛରେ ଛାଡ଼ିବା
ଦେଖଣା
ପଛରେ ଛାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଛରେ ଛାଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚାଲିବା ସମୟରେ କୌଣସି ସ୍ଥାନକୁ ବା ବ୍ୟକ୍ତିକୁ ବହୁ ଦୂର ପଛରେ ରଖି ଚାଲି ଆସିବା —୧. To leave a place or person far behind.
- ୨. କୌଣସି ସ୍ଥାନ ତ୍ୟାଗ କରିବା ସମୟରେ ସେ ସ୍ଥାନକୁ ରକ୍ଷା କରିବା ବା ସେଠାର ତତ୍ତ୍ୱ ନେବା ପାଇଁ କୌଣସି ବ୍ୟକ୍ତିକୁ ରଖି ଆସିବା —୨. To leave a person at a place to look after the affairs there.