ପଛରେ ପଡ଼ିବା
ଦେଖଣା
ପଛରେ ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଛରେ ପଡ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସଙ୍ଗୀ ଲୋକଙ୍କର ସଙ୍ଗେ ଚାଲି ନ ପାରି ପଛରେ ରହିଯିବା — ୧. To lag behind.
- ୨. ସଙ୍ଗୀମାନଙ୍କ ସଙ୍ଗେ ପ୍ରତିଯୋଗିତାରେ ନ ପାରିବା —୨. To be behindhand one's mates in progress.