ପଛରେ ଲଗାଇବା
ଦେଖଣା
ପଛରେ ଲଗାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଛରେ ଲଗାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଗତିବିଧି ପ୍ରତି ଦୃଷ୍ଟି ରଖିବା ପାଇଁ ଅନ୍ୟ ବ୍ୟକ୍ତିକୁ ନିଯୁକ୍ତ କରିବା —୧. To employ a person to watch the movements of another.
- ୨. କୁକୁର ଆଦିକୁ ଶିକାର ପଛରେ ଦଉଡ଼ାଇବା — ୨. To set a dog on a prey.
- ୩. ଅମୁକ କାର୍ଯ୍ୟ ବା ବ୍ୟକ୍ତି ପାଇଁ ଧନ ବ୍ୟୟ କରିବା — ୩. To spend money for a certain thing or person.