ପଛରେ ଲାଗିବା
ଦେଖଣା
ପଛରେ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଛରେ ଲାଗିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଗତିବିଧିକୁ ସାବଧାନତା ସହକାରେ ଓ ତାହାର ଅଜ୍ଞାତରେ ଲକ୍ଷ୍ୟ କରିବା —୧. To watch the movements of a person.
(ଯଥା—ସନ୍ଦେହୀ ଆସାମୀ ପଛରେ ଡ଼ିଟେକ୍ଟିଭ୍ ଲାଗିଛନ୍ତି)
- ୨. କୈଣସି ବ୍ୟକ୍ତି ବା ଜୀବ ଯେଉଁ ବାଟେ ଯାଇଛି ତାହାର ଖୋଜ ବା ଚିହ୍ନକୁ ଲକ୍ଷ୍ୟ କରି ଅନୁସରଣ କରିବା — ୨. To track a person.
(ଯଥା—ଘାଉଆ ବାଘ ପଛରେ ଶିକାରୀଯାକ ଲାଗିଛନ୍ତି)
- ୩. କୌଣସି ବ୍ୟକ୍ତିର ଅନିଷ୍ଟାଚରଣ କରିବାକୁ ତାହାର ଛିଦ୍ର ଓ ଦୋଷ ସନ୍ଧାନ କରିବା —୩. To be on the look out for the faults of another with a view to injure him.
(ଯଥା—ଜଣକ ପଛରେ ଅଫିସଯାକ ସମସ୍ତେ ଲାଗିଲେ ସେ କେତେଦିନ ଚଳିପାରିବ?)
- ୪. କୌଣସି ବ୍ୟକ୍ତିର ସେବାରେ ନିଯୁକ୍ତ ହେବା — ୪. To be engaged in serving a person.
(ଯଥା—ଦିନରାତି ରାଜାଙ୍କ ପଛରେ ୧ ଜଣ ସେବାକାରୀ ଲାଗିଛନ୍ତି)
- ୫. କୌଣସି ବ୍ୟକ୍ତି ବା ବସ୍ତୁ ପାଇଁ (ଏତେ ଧନ) ବ୍ୟୟିତ ହେବା —୫. To be spent for a certain purpose.
(ଯଥା—ଏ ପିଲାର ପଢ଼ା ପଛରେ ମୋର ବର୍ଷକେ ହଜାରେ ଟଙ୍କା ଲାଗୁଛି)
- ୬. ପଛରେ ଗୋଡ଼ାଇବା (ଦେଖ) - ୬. Pachhare goṟḍ̠āibā (See)
- ୭. କୌଣସି ବ୍ୟକ୍ତିକୁ ବାରମ୍ୱାର ଅନୁରୋଧ କରିବା ବା ପ୍ରବର୍ତ୍ତାଇବା —୭. To be engaged in pressing or requesting or inducing or inciting a person to do something.
(ଯଥା—ଭୋଟ ପ୍ରାର୍ଥୀମାନେ ଇଲେକ୍ସନ ପୂର୍ବରୁ ଭୋଟର୍— ମାନଙ୍କ ପଛରେ ଲାଗନ୍ତି)