Jump to content

ପଛି

ଉଇକିଅଭିଧାନ‌ରୁ

ପଛି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) ବିଶେଷ୍ୟ - (ତୁଳ. ହିନ୍ଦୀ - ପଚ୍ଛୀ; ପଚ୍ଛୀ)

[ସମ୍ପାଦନା]

ପକ୍ଷୀ — Bird.

ଯେସନେ ଚକୋୟା ପଛି ଦାରପଣ କରଇ ନିଶି ତେସକ ମୋ ଅଭ୍ୟର୍ଥନା ବିଟପୋତରେ ପ୍ରାଚୀ. ରସବାରିଧି