Jump to content

ପଛେଇବା

ଉଇକିଅଭିଧାନ‌ରୁ

ପଛେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସଂସ୍କୃତ - ପଶ୍ଚାତ୍) ବିଶେଷ୍ୟ -

[ସମ୍ପାଦନା]
୧. ପିଛେଇବା; ପଛଆଡ଼କୁ ଘୁଞ୍ଚାବା; ପଛକୁ ହଟିବା —୧. To back up; to move backward.
୨. ପଶ୍ଚାତ୍ପଦ ହେବା — ୨. To shrink from a work.
୩. ଅନ୍ୟମାନଙ୍କ ପଛରେ ଆସିବା — ୩. To be late; to be behindhand.
୪. ଅନ୍ୟ ସଙ୍ଗୀମାନଙ୍କ ସଙ୍ଗେ ଚାଲି ନ ପାରି ସେମାନଙ୍କ ପଛରେ ରହିବା —୪. To lag behind.
୫. ନିୟମିତ ଋତୁରେ ନହୋଇ ବହୁ ବିଳମ୍ୱରେ ହେବା — ୫. To be late in the season than ordinary.

(ଯଥା—ଏ ବର୍ଷ ଚଇତ୍ର ମାସରେ ବର୍ଷା ନ ହେବାରୁ ଧାନ— ବୁଣା ଖୁବ୍ ପଛେଇଲା)