Jump to content

ପଛେ ପଛେ

ଉଇକିଅଭିଧାନ‌ରୁ

ପଛେ ପଛେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]
୧. ପଛରେ —୧. Behind.
୨. ଅବ୍ୟବହିତ ପରେ — ୨. Immediately after.
୩. ଅନୁସରଣ କରି —୩. Following.

ଆସୁଛନ୍ତି ଯେଝା ବେଶେ କଳି ପଛେ ପଛେ କଳି—ଅନୁଚରବୃନ୍ଦ ରାଧାନାଥ. ମହାଯାତ୍ରା