ପଛ କରିବା
ଦେଖଣା
ପଛ କରିବା
ଉଚ୍ଚାରଣ
[ସମ୍ପାଦନା](ପଛ ଫେରାଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପଛ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପିଠି ବୁଲାଇ ଦେବା — ୧. To turn one's back upon.
- ୨. (ଲକ୍ଷଣାର୍ଥ) ଅନାସ୍ଥା କରିବା — (figurative) To neglect.
ନୂଆ ନୂଆ ଦିନା କେତେ, ନୂଆ ଦେଖି ପୁରୁଣା ପାସୋରି ଦେଲୁ, ପଛ କରି ଦେଲୁ ମତେ—ଢ଼ଗ