ପଛ କୁହା
ଦେଖଣା
ପଛ କୁହା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଛ କୁହା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେ ସମସ୍ତଙ୍କ ପଛରେ କଥା କହେ — ୧. One who opens one's mouth last.
- ୨. ଯେ ପରୋକ୍ଷରେ ନିନ୍ଦା କରେ; ଚୁଗୁଲିଆ; ଚୁଗୁଲିଖୋର — ୨. Back-biting; tell-tale.
ଏଣୁ ଏ ପଛକୁହା ଲୋକ, ଖଚିଆ ଅତି ଅବିଲେକ ଭୂପତି. ପ୍ରେମପଞ୍ଚାମୃତ