ପଛ ଧରିବା
ଦେଖଣା
ପଛ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଛ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ପଛରେ ଯିବା; ଅନୁସରଣ କରିବା —୧. To follow person; to walk behind a person.
- ୨. କୈଣସି ବ୍ୟକ୍ତିଙ୍କ ନିକଟରେ ଫଳପ୍ରାପ୍ତି ବା ଆଶ୍ରୟାର୍ଥ ଅନୁସରଣ କରିବା —୨. To follow a person for help; to attend upon a person for help.
- ୩. ପଛରେ ଲାଗିବା (ଦେଖ) - — ୩. Pachhare lāgibā (See)
- ୪. କୌଣସି କାର୍ଯ୍ୟ ପାଇଁ ବାରମ୍ୱାର କୌଣସି ବ୍ୟକ୍ତିକୁ ଜିଗର କରିବା —୪. To insist on a person doing anything.