Jump to content

ପଛ ମଙ୍ଗ

ଉଇକିଅଭିଧାନ‌ରୁ

ପଛ ମଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଆଗ ମଙ୍ଗ—ବିପରୀତ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଡଙ୍ଗାର ପଛଭାଗର ତ୍ରିକୋଣାକାର ମୁଣ୍ଡ — The triangular head of a boat on the hind side.

[ଦ୍ରଷ୍ଟବ୍ୟ —ଏହା ଉପରେ ପଟା ପଡ଼ିଥାଏ ଏହାର ମୁଣ୍ଡରେ ମଙ୍ଗଧରା ବା ସୁକାନି ଲାଗିଥାଏ ଏବଂ ମଙ୍ଗଧରା ବ୍ୟକ୍ତି ଏହିଠାରେ ବସେ]