Jump to content

ପଜେଇବା

ଉଇକିଅଭିଧାନ‌ରୁ

ପଜେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପିଜ ଧାତୁ)

[ସମ୍ପାଦନା]
୧. ଶସ୍ତ୍ରାଦିକୁ ପଥର ଉପରେ ଘଷି ଦାଢୁଆ କରିବା —୧. To whet or sharpenan instrument.
୨. ଲୁହା ଶସ୍ତ୍ରୀଦିର ଦନ୍ଥଡ଼ା ଅଗକୁ ନିଆଁରେ ପୋଡ଼ି ପିଟି ବାଡ଼େଇ ଦାଢୁଆ କରିବା —୨. To whet a blunt weapon by heating and beating its edge.