ପଜ୍ଝଟି
ଦେଖଣା
ପଜ୍ଝଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଜ୍ଝଟିକା)
[ସମ୍ପାଦନା]ପଜ୍ଝଟିକା (ଦେଖ) - Pajjhaṭikā (See)
[ଦ୍ରଷ୍ଟବ୍ୟ —ଏ ଛନ୍ଦର କବିତା ଭାଷାରେ ସୁଲଭ ନହେଁ ଫକୀରମୋହନଙ୍କ 'ଛମାଣଆଠଗୁଣ୍ଢ'ରେ ଏ ଛନ୍ଦର ଗୋଟିଏ ଉଦାହରଣ ଦିଆଯାଇଛି; କିନ୍ତୁ ତାହା ଛନ୍ଦଟିର ଅବିକଳ ଅନୁରୂପ ହୋଇ ନାହିଁ ଏଠାରେ ଉଦାହରଣସ୍ୱରୂପ ପଜ୍ଝଟିକା ଛନ୍ଦାନୁକରଣରେ ଗୋଟିଏ ଓଡ଼ିଆ ଶ୍ଳୋକ ଦିଆଗଲା:—ଧାଇଁଛି ସୁଦତୀ ମୁକୁଳିତ—କେଶା ବହୁଅଛି ଲୋତକ ସୁମଳିନ—ବେଶା ଧାଇଁଛି ଚାଲିଛି ଗତି କରି ଦାଣ୍ଡେ କବିତା ରଚନ ଶୁଣ ପଜ୍ଝଟି ଛନ୍ଦେ]