Jump to content

ପଜ୍ଝଟିକା

ଉଇକିଅଭିଧାନ‌ରୁ

ପଜ୍ଝଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ମାତ୍ରାବୃତ୍ତ ସଂସ୍କୃତ ଛନ୍ଦୋବିଶେଷ — A Sanskrit metre with ୧୬ syllables.

[ଦ୍ରଷ୍ଟବ୍ୟ —ଏହାର ପ୍ରତିପଦରେ ୧୬: ମାତ୍ରା ହ୍ରସ୍ୱବର୍ଣ୍ଣ ହେଲେ୧ ମାତ୍ରା, ଦୀର୍ଘବର୍ଣ୍ଣ ୨ ମାତ୍ରା ଓ ବ୍ୟଞ୍ଜନବର୍ଣ୍ଣ ଅର୍ଦ୍ଧମାତ୍ରା ଏହିପରି ୧୬: ମାତ୍ରା ଗଣନା କରାଯାଏ ଏଥିରେ ୯ମ ମାତ୍ରା ଗୁରୁ ହେବା ଆବଶ୍ୟକ ଏହାର ଲକ୍ଷଣ:— ପ୍ରତିପଦ ଯମଜିତ ଷଡ଼ଶ ମାତ୍ରା ନବମ ଗୁରୁତ୍ୱ ବିଭୂଷିତ ଗାତ୍ରା ]