Jump to content

ପଞ୍ଚକର୍ମ

ଉଇକିଅଭିଧାନ‌ରୁ

ପଞ୍ଚକର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱିଗୁ; ପଞ୍ଚ+କର୍ମ)

[ସମ୍ପାଦନା]

ଆର୍ଯ୍ୟ ଚିକିତ୍ସା ଶାସ୍ତ୍ରମତରେ ରୋଗ ଚର୍ଯ୍ୟାର ପାଞ୍ଚ ଗୋଟି କ୍ରିୟା —The five-kinds of medical treatment (୧. giving emetics. ୨. purging. ୩. giving stenutatories. ୪. administering oily enema & ୫ administerting an emena which is not oily.