ପଞ୍ଚକୋଣ
ଦେଖଣା
ପଞ୍ଚକୋଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପଞ୍ଚ+କୋଣ)
[ସମ୍ପାଦନା]- ୧. ପାଞ୍ଚକୋଣ ବା ପାଞ୍ଚବାହୁବିଶିଷ୍ଟ କ୍ଷେତ୍ର —୧. A pentagon.
- ୨. (ଜ୍ୟୋତିଷ) ସଗ୍ନଠାରୁ ୯ମ ଓ ୫ମ ସ୍ଥାନ — ୨. (astrology) The ୯th and the ୫th places computed from the 'Lagna'.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପାଞ୍ଚକୋଣିଆ; ପାଞ୍ଚକୋଣବିଶିଷ୍ଟ —Pentagonal.