ପଞ୍ଚକୋଶ
ବେଦାନ୍ତ— ବିର୍ଣ୍ଣିତ ଆତ୍ମାର ୫ ଗୋଟି ଆବରଣ (ଯଥା— ଅନ୍ନମୟ କୋଷ; ପ୍ରାଣମୟ କୋଷ; ମନୋମୟ କୋଷ, ବିଜ୍ଞାନ କୋଷ ଓ ଆନନ୍ଦମୟ କୋଷ —(vedanta) the five fold vestures sheathing the human soul in a living man.