ପଞ୍ଚକୋଶୀ
ଦେଖଣା
ପଞ୍ଚକୋଶୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଞ୍ଚୁକୋଶୀ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ପଞ୍ଚକ୍ରୋଶୀ)
[ସମ୍ପାଦନା]- ୧. ତୀର୍ଥଠାରୁ ୫ କ୍ରୋଶ ସୀମା ମଧ୍ୟରେ ଅବସ୍ଥିତ —୧. Situated within ୫ kros or ୧୦ miles of a sacred place.
- ୨. ତୀର୍ଥଠାରୁ ୫ କୋଶ ସୀମା ମଧ୍ୟରେ ବାସ କରୁଥିବା — ୨. Inhabiting a tract of country within ୧୦ miles of a sacred place.
- ୩. ପୁରୀଠାରୁ ୫ କ୍ରୋଶ ମଧ୍ୟରେ ବାସ କରୁଥିବା — ୩. Inhabiting or hailing from within a radius of ୧୦ miles from Purī.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାଶୀତୀର୍ଥର ପରିକ୍ରମା —Circumambulation of the sacred city of Benares.