Jump to content

ପଞ୍ଚଗଙ୍ଗା

ଉଇକିଅଭିଧାନ‌ରୁ

ପଞ୍ଚଗଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ଗଙ୍ଗା=ନଦୀ)

[ସମ୍ପାଦନା]
୧. ହିନ୍ଦୁଶାସ୍ତ୍ରୋକ୍ତ ୫ଗୋଟି ତୀର୍ଥନଦୀ (ଯଥା—ଗଙ୍ଗା, ଗୋମତି, କୃଷ୍ଣା ପିନାକିନୀ ଓ କାବେରୀ; ମତାନ୍ତରେ ଗଙ୍ଗା, ଯମୁନା, ଗୋଦାବରୀ, କୃଷ୍ଣା ଓ କାବେରୀ; ମତାନ୍ତରେ ଗଙ୍ଗା, ଯମୁନା, ସରସ୍ୱତୀ, କୀରଣ ଓ ଧୂତପାପ) — ୧. The ୫ sacred rivers according to the Hindu Ṡāstras.
୨. କାଶୀକ୍ଷେତ୍ର ମଧ୍ୟସ୍ଥ ତୀର୍ଥବିଶେଷ (ହିନ୍ଦୀ - ଶବ୍ଦସାଗର) — ୨. Name of a sacred place in Benares.