ପଞ୍ଚଗବ୍ୟ
ଦେଖଣା
ପଞ୍ଚଗବ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ପଞ୍ଚ+ଗବ୍ୟ=ଗୋଠାରୁ ଉତ୍ପନ୍ନ ବସ୍ତୁ)
[ସମ୍ପାଦନା]ପଞ୍ଚଗୋବରି; ପଞ୍ଚୁଗୋବରି; ଗୋରୁଠାରୁ ପ୍ରାପ୍ତ ୫ ଗୋଟି ଦ୍ରବ୍ୟର ସମ୍ମିଶ୍ରଣରେ ପ୍ରସ୍ତୁତ ପବିତ୍ର ପଦାର୍ଥ — A mixture of the ୫ productions of the cow (milk, curd, ghee, urine and dung).
[ ଦ୍ର—ଦଧି, ଦୁଗ୍ଧ, ଘୃତ, ଗୋମୂତ୍ର ଓ ଗୋମୟ ଏହି ୫ ଗୋଟି ଦ୍ରବ୍ୟର ସମ୍ମିଶ୍ରଣରେ ପଞ୍ଚଗବ୍ୟ ପ୍ରସ୍ତୁତ ହୁଏ ଏହା ପାନ କଲେ ପ୍ରାୟଶ୍ଚିତ୍ତୀ ବ୍ୟକ୍ତି ପାପମୁକ୍ତ ହୁଏ ଏଥିରେ ଘିଅ, ଦୁଧ ଓ ଗୋମୂତ୍ର ଏକ ଏକ ପଳ, ଦହି ପାଞ୍ଚ ସେର ଓ ଗୋବର ୩ ତୋଳା ମିଶାଯାଏ— ହିନ୍ଦୀ - ଶବ୍ଦସାଗର ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପଞ୍ଚଗବ୍ୟ ପାନପୂର୍ବକ ପ୍ରାୟଶ୍ଚିତ୍ତ ବିଧିବିଶେଷ — An expiatory ceremony consisting of taking a mixture of the above ୫ ingredients.