Jump to content

ପଞ୍ଚଜନ୍ୟ

ଉଇକିଅଭିଧାନ‌ରୁ

ପଞ୍ଚଜନ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶଙ୍ଖାସୁରର ପୁତ୍ର —୧. Name of the son of Ṡaṅkhāsura.

ନାମ ତାହାର ପଞ୍ଚଦନ୍ୟ ମାୟାବୀ ଅସୁର ନନ୍ଦନ ଜଗନ୍ନାଥ. ଭାଗବତ

୨. ଶଙ୍ଖରୁପଧାରୀ ପଞ୍ଚଜନ୍ୟ ଅସୁରର ଅସ୍ତି ଯାହାକୁ ଶ୍ରୀକୃଷ୍ଣ ଶଙ୍ଖ— ରୂପେ ବ୍ୟବହାର କରୁଥିଲେ (ହିନ୍ଦୀ - ଶ.) —୨. Name of the conch which Kṛushṇa was in the habit of carrying with him and blowing.