ପଞ୍ଚତତ୍ତ୍ୱ
ଦେଖଣା
ପଞ୍ଚତତ୍ତ୍ୱ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ପଞ୍ଚ+ତତ୍ତ୍ୱ)
[ସମ୍ପାଦନା]- ୧. କ୍ଷିତ, ଅପ୍, ତେଜ, ମରୁତ୍ ଓ ବ୍ୟୋମ ଏହି ପଞ୍ଚ ମହାଭୂତ —୧. The five primary or essential elements of the universe.
- ୨. ତନ୍ତ୍ରୋକ୍ତ ବାମ ମାର୍ଗର ପଞ୍ଚ ମକାର (ଯଥା—ମତ୍ସ୍ୟ, ମାଂସ, ମଦ୍ୟ, ମୈଥୁନ ଓ ମୁଦ୍ରା) —୨. The five rituals prescribed in the 'Tantras.
- ୩. ତନ୍ତ୍ରୋକ୍ତ ୫ଟି ତତ୍ୱ (ଯଥା—ଗୁରୁତତ୍ତ୍ୱ, ମନ୍ତ୍ରତତ୍ତ୍ୱ, ମନସ୍ତତ୍ତ୍ୱ, ଦେବତତ୍ତ୍ୱ ଓ ଧ୍ୟାନତତ୍ତ୍ୱ) —୩. The five essentials of the Tantric exercise.